Home Uncategorized ନୀଳାଚଳ ମେଡିକାଲ ସାଇନ୍ସ କଲେଜରେ ଉତ୍ତେଜନା

ନୀଳାଚଳ ମେଡିକାଲ ସାଇନ୍ସ କଲେଜରେ ଉତ୍ତେଜନା

0
ଭୁବେନଶ୍ୱର- ଆଜି ଭୁବେନଶ୍ୱରର ନୀଳାଚଳ ମେଡିକାଲ ସାଇନ୍ସ କଲେଜରେ ସାର୍ଟିଫିକେଟ୍ ଓ ମାର୍କସିଟ୍ ନମିଳିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ବିଏସ୍‌ସି ନର୍ସିଂର ଛାତ୍ରୀମାନେ ଆଜି କ୍ୟାମ୍ପସ ପରିସରରେ ଭଙ୍ଗାରୁଜା କରିଛନ୍ତି । ଛାତ୍ରୀମାନେ କଲେଜରେ ତାଲା ପକାଇ ଦେଇଛନ୍ତି । କ୍ୟାମ୍ପସରେ ପୋଲିସ୍ ମୁତୟନ ହୋଇଛି ।