Home ଦେଶ ବିଦେଶ ପରଲୋକରେ ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀଦେବୀ

ପରଲୋକରେ ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀଦେବୀ

0

 ଶ୍ରୀଦେବୀଙ୍କ ହଠାତ୍ ଦେହାନ୍ତରେ ବଲିଉଡ ସହିତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି I ସମସ୍ତ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଶ୍ରୀଦେବୀ ନିଖୁଣ ଅଭିନୟରେ କରିସ୍ମା କରି ଦେଖାଇଛନ୍ତି I ରୋମାନ୍ସ , ଥ୍ରୀଲର ବା କମେଡିରେ ସବୁ ଜୋନରେ ଶ୍ରୀଦେବୀ ଅଭିନୟର ନିଜର କମାଲ ଦେଖାଇଥିଲେ। ନିଜ କ୍ୟାରିୟରରେ ‘ସଦମା’ ପରି ଫିଲ୍ମରେ ଦମଦାର ଅଭିନୟ ଶ୍ରୀଦେବୀଙ୍କୁ ଇଣ୍ଡଷ୍ଟ୍ରୀରେ ସଫଳ ଅଭିନେତ୍ରୀର ପରିଚୟ ଦେଇଥିଲା। ସେହି ସମୟରେ  ଲିକରୁ ହଟକର ଫିଲ୍ମରେ ଅଭିନୟ କରିବାର କଳା ଶ୍ରୀଦେବୀଙ୍କ ପରି ଅନ୍ୟ କୌଣସି ଅଭିନେତ୍ରୀଙ୍କ ଠାରେ ଦେଖିବାକୁ ମିଳିନଥିଲା। ଏହି କାରଣରୁ ଶ୍ରୀଦେବୀଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସର୍ବ ପ୍ରଥମ ଫିମେଲ ସୁରପଷ୍ଟାର କୁହାଯାଏ।

LEAVE A REPLY

Please enter your comment!
Please enter your name here