Home Uncategorized ପୀତାମ୍ବର ଆଚାର୍ଯ୍ୟ ହେଲେ ବିଜେପିର ମୁଖପାତ୍ର

ପୀତାମ୍ବର ଆଚାର୍ଯ୍ୟ ହେଲେ ବିଜେପିର ମୁଖପାତ୍ର

0

ଭୁବନେଶ୍ୱର: ନିକଟରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ବିଜେପିର ମୁଖପାତ୍ର ନିଯୁକ୍ତ ହୋଇଛନ୍ତି ।   ଏନେଇ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଗୁରୁବାର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୫ରେ ହୋଇଥିବା ବିଜେପିର ମିଶ୍ରଣ ପର୍ବରେ ପୀତାମ୍ବର ଆଚାର୍ଯ୍ୟ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବିଶାଳ ସମାରୋହରେ ପୀତାମ୍ବର ଆଚାର୍ଯ୍ୟ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପରିବାର ସହ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here