Home Uncategorized ପୁଣି ଘୂର୍ଣ୍ଣିବଳୟ, ଆସନ୍ତା ୨ ତାରିଖ ଯାଏଁ ବର୍ଷିବ

ପୁଣି ଘୂର୍ଣ୍ଣିବଳୟ, ଆସନ୍ତା ୨ ତାରିଖ ଯାଏଁ ବର୍ଷିବ

0

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ ଏହି ସୂଚନା ଦେଇଛନ୍ତି । ପୂଜା ମଉଜକୁ ବର୍ଷା ଫିକା କରିଦେଇପାରେ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here