Home ମନୋରଞ୍ଜନ ପୁଣି ଫେରିବେ ହାସ୍ୟ କଳାକାର କପିଲ ଶର୍ମା।

ପୁଣି ଫେରିବେ ହାସ୍ୟ କଳାକାର କପିଲ ଶର୍ମା।

0

ନୂଆଦିଲ୍ଲୀ: ପୁଣି ଟିଭି ପରଦାକୁ ଫେରୁଛନ୍ତି ବଲିଉଡ଼ର ପ୍ରସିଦ୍ଧ ହାସ୍ୟ କଳାକାର କପିଲ ଶର୍ମା। ୨୦୧୮ ମେ’ରେ ଦ କପିଲ ଶର୍ମା ଶୋ ସିଜନ ୨ ଆରମ୍ଭ ହେବାକୁ ଯାଉଛି । ୨୦୧୭ରେ କପିଲ ଅନେକ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ । ଫଳରେ ସୋନି ଚ୍ୟାନେଲ ତାଙ୍କ ଶୋ’କୁ ବନ୍ଦ କରି ଦେଇଥିଲା । ଦ କପିଲ ଶର୍ମା ଶୋ ସିଜନ ୨ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଜାନୁୟାରୀରେ କପିଲ ଏହାର ପ୍ରୋମୋ ଶୁଟ କରିବେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here