Home Uncategorized ପୁଣି ମାତିଲେ ଲାଲ୍‌ବାହିନୀ- ମାଥିଲି ଗାଁର ୪ଗ୍ରାମବାସୀ ଅପହୃତ

ପୁଣି ମାତିଲେ ଲାଲ୍‌ବାହିନୀ- ମାଥିଲି ଗାଁର ୪ଗ୍ରାମବାସୀ ଅପହୃତ

0

ମାଲକାନଗିରି- ପୁଣି ମାଓବାଦୀଙ୍କ ଆତଙ୍କରେ ମାଲକାନଗିରିର ମାଥିଲି ଅଞ୍ଚଳରେ ଲୋକେ ଭୟଭୀତ। ଗତକାଲି ବିଳମ୍ବିତ ରାତ୍ରୀରେ ୫ଜଣ ମାଓବାଦୀ ଆସି ମାଥିଲି ଥାନା ଅନ୍ତର୍ଗତ ମହୁପଦ ଗ୍ରାମର ୪ଜଣ ଲୋକଙ୍କୁ ଅପହୃତ କରି ନେଇଛନ୍ତି। ପୋଲିସ୍ ଇନ୍‌ଫର୍‌ମର୍‌ ସନ୍ଦେହରେ ୪ଜଣ ଗ୍ରାମବାସୀଙ୍କୁ ଏହି ମାଓବାଦୀମାନେ ଉଠାଇ ନେଇଥିବା ଜଣାପଡିଛି। ମାଲକାନଗିରି ଏସ୍‌ପି ଏହି ସୂଚନା ଦେଇଛନ୍ତି।  ମହୁପଦ ଗ୍ରାମର ଗ୍ରାମବାସୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ମାଓବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ପୋଷାକରେ ଆସିଥିଲେ।

LEAVE A REPLY

Please enter your comment!
Please enter your name here