Home ଅପରାଧ ପୁରୀରେ ପୋଲିସ୍‌ ଏନ୍‌କାଉଣ୍ଟର

ପୁରୀରେ ପୋଲିସ୍‌ ଏନ୍‌କାଉଣ୍ଟର

ପୁରୀ: ପୁରୀରେ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ମୁଦୁଲି ଆହତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସଦର ଥାନା ଛଇତନା ନିକଟରେ ଏହି ଏନ୍‌କାଉଣ୍ଟର ହୋଇଥିଲା । କାଳିଆର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଏସ୍‌ସିବିକୁ କାଳିଆକୁ ସ୍ଥାନାନ୍ତର କରାଯାଇଛି । ପୁରୀରେ ବିଭିନ୍ନ ସ୍ଥାନରେ ବୋମାମାଡ଼ ଘଟଣା ସହ ଅନ୍ୟାନ୍ୟ ମାମଲାରେ କାଳିଆ ଅଭିଯୁକ୍ତ ଥିବା ପୋଲିସ୍ କହିଛି ।