Home Uncategorized ପୋଖରୀରେ  ବୁଡି ଚାଲିଗଲା ୨ ଜଣ ନାବାଳକଙ୍କ ଜୀବନ!

ପୋଖରୀରେ  ବୁଡି ଚାଲିଗଲା ୨ ଜଣ ନାବାଳକଙ୍କ ଜୀବନ!

0
ପୋଖରୀରେ ବୁଡିଯାଇ  ଦୁଇ ଜଣ ନାବାଳକଙ୍କ ମୃତ୍ୟୁ । ଏଭଳି ଦୁଖଦଃ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଚକ ପଞ୍ଚାୟତ ଅନ୍ତର୍ଗତ ସାମନ୍ତରାଇପୁର ଗାଁରେ  । ସେମାନେ ହେଲେ ସ୍ୱାଗତ ମଲ୍ଲିକ ଓ ସମରଜିତ୍ ମଲ୍ଲିକ  । ସୁଚନା ଅନୁଯାୟୀ ଏକ ବାଛୁରୀ ସହ ଖେଳୁଥିବା ବେଳେ ସେମାନେ ପୋଖରୀରେ ବୁଡିଯାଇଥିବା ଜଣାପଡିଛି ।  ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇ ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା  । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।