Home Uncategorized ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍ସଡ୍‌ ରେଜଲ୍ଟ

ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍ସଡ୍‌ ରେଜଲ୍ଟ

0

ଭୁବନେଶ୍ୱର- ଆଜି ସର୍ବଭାରତୀୟ ସ୍ତରରେ  ଜେଇଇ ଆଡ୍‌ଭାନ୍ସଡ୍‌ ରେଜଲ୍ଟ ପ୍ରକାଶ ପାଇଛି । www.jeeadv.ac.in ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଛି । ସାରା ଦେଶରୁ ୨ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।  ଜୁନ୍‌୧୯ରୁ ଜୁଲାଇ ୧୮ ମଧ୍ୟରେ ସିଟ୍‌ ଆଲଟମେଣ୍ଟ ହେବ । ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଦେଶରେ ଥିବା ୨୩ଟି ଆଇଆଇଟି ପ୍ରତିଷ୍ଠାନଗୁଡ଼ିକରେ ପାଠ ପଢିବାର ସୁଯୋଗ ପାଇବେ।

LEAVE A REPLY

Please enter your comment!
Please enter your name here