Home Uncategorized ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ

0

ଭୁବନେଶ୍ୱର: ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ ହାର ୪୮.୬୬ ପ୍ରତିଶତ ରହିଛି । ଚଳିତବର୍ଷ ରାଜ୍ୟର ମୋଟ ୧୧ ହଜାର ୫୪୭ ଜଣ ଛାତ୍ରାଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ମୋଟ୍ ୫୨୬୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଙ୍କ ପାସ୍‌ହାର ୫୧.୩୬% ହୋଇଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୪୮.୬୪%  ରହିଛି । www.bseodisha.ac.inରେ ପରୀକ୍ଷାର୍ଥୀମାନେ ଫଳାଫଳ ଦେଖିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

 
 

LEAVE A REPLY

Please enter your comment!
Please enter your name here