Home Uncategorized ପ୍ରଫେସର ମଧୁମିତା ଦାଶ ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ

ପ୍ରଫେସର ମଧୁମିତା ଦାଶ ଫକୀରମୋହନ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ

0

ଭୁବନେଶ୍ୱର: ଆଜି ପ୍ରଫେସର ମଧୁମିତା ଦାଶ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ଏସ୍‌ସି ଜମିର୍‌ ତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ମଧୁମିତା ୩ ବର୍ଷ ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବେ । ପୂର୍ବରୁ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଜିଓଲଜି ପ୍ରଫେସର ଭାବେ କାମ କରୁଥିଲେ  ।

LEAVE A REPLY

Please enter your comment!
Please enter your name here