Home Uncategorized ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରତାପ ଦେବ

ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରତାପ ଦେବ

0

ଭୁବନେଶ୍ୱର- ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ପ୍ରତାପ ଦେବ ପ୍ରାର୍ଥିପତ୍ର ଦାଖଲ କରିବେ । ଆସନ୍ତକାଲି ଯାଞ୍ଚହେବ ପ୍ରାର୍ଥିପତ୍ର। ଆଜି ଦିନ ୧୨ଟାରେ ବିଧାନସଭା ସଚିବଙ୍କ ନିକଟରେ ପ୍ରତାପ ଦେବ ପ୍ରାର୍ଥିପତ୍ର ଦାଖଲ କରିବେ । ବିଷ୍ଣୁ ଦାସ ଇସ୍ତଫା ଦେବା ପରେ ଏହି ପଦବୀଟି ଖାଲି ପଡିଥିଲା ।

LEAVE A REPLY

Please enter your comment!
Please enter your name here