Home ଅପରାଧ ବନାବିରା ହିଂସା : ଆହତ ଡ୍ରାଇଭର ମୃତ୍ୟୁ

ବନାବିରା ହିଂସା : ଆହତ ଡ୍ରାଇଭର ମୃତ୍ୟୁ

0

ବନାବିରାରେ ମନ୍ତ୍ରୀଙ୍କ ଭାଇ ସମେତ ଚାରି ଜଣଙ୍କୁ ଆକ୍ରମଣ ଘଟଣାରେ ଆହତ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଦିଲେଶ୍ୱରଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା । ଦିଲେଶ୍ୱରଙ୍କ ସମେତ ସମସ୍ତ ଚାରିଜଣ ଆହତଙ୍କୁ ଘଟଣାସ୍ଥଳରୁ ବୁର୍ଲା ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ି ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here