Home Uncategorized ବରଗଡ଼ ନୁଆ ଏସପି ଜୟନାରାୟଣ ପଙ୍କଜ ଓ ନୂଆ ଜିଲ୍ଲାପାଳ ହେଲେ ଯାମିନୀ ଷଡ଼ଙ୍ଗୀ

ବରଗଡ଼ ନୁଆ ଏସପି ଜୟନାରାୟଣ ପଙ୍କଜ ଓ ନୂଆ ଜିଲ୍ଲାପାଳ ହେଲେ ଯାମିନୀ ଷଡ଼ଙ୍ଗୀ

0

ଭୁବନେଶ୍ୱର – ରାଜ୍ୟ ସରକାର ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ବଦଳାଇ ଦେଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିସକ୍ରମେ ନୂଆଜିଲ୍ଲାପାଳ ଭାବେ ଯାମିନୀ ଷଡ଼ଙ୍ଗୀ ଓ ଏସପି ଭାବେ ଜୟନାରାୟଣ ପଙ୍କଜଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜେପୁର ଉପନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀଙ୍କ ଅଭିଯୋଗକ୍ରମେ ଓ ଭାରତର ନିର୍ବାଚନ କମିନଙ୍କ ପରାମର୍ଶ ଅନୁଯାୟୀ ଏହି ଦୁଇ ଅଧିକାରୀଙ୍କୁ ରାଜ୍ୟ ସରକାର ବଦଳାଇବାକୁ ପଦକ୍ଷେପ ନେଇଥିଲେ । ଆଗରୁ ଯାମିନୀ ଷଢ଼ଙ୍ଗୀ ଓ ଜୟନାରାୟଣ ପଙ୍କଜ ଉଭୟ ଜଗତସିଂହପୁର୍ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଭାବେ ଦାୟିତ୍ୱ ତୁଲାଉଥିଲେ ।

LEAVE A REPLY

Please enter your comment!
Please enter your name here