Home Uncategorized ବଲାଙ୍ଗିର: ମୂର୍ତ୍ତିକା ସଂରକ୍ଷଣ ବିଭାଗ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର: ମୂର୍ତ୍ତିକା ସଂରକ୍ଷଣ ବିଭାଗ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ବଲାଙ୍ଗିର : ବଲାଙ୍ଗିରର ରାଜେନ୍ଦ୍ରପଡାରେ ମୂର୍ତ୍ତିକା ସଂରକ୍ଷଣ ବିଭାଗ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ସଂକୀର୍ତ୍ତନ ବିଶିଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ସଂକୀର୍ତ୍ତନ ବିଶିଙ୍କ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ  ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୪ଟି ଭିନ୍ନ ଭିନ୍ନ ଟିମ୍ ସଂକୀର୍ତ୍ତନଙ୍କ ବଲାଙ୍ଗୀରର ରାଜେନ୍ଦ୍ରପଡାରେ ଥିବା ଘର ସହ ଭବାନୀପାଟଣା, କେସିଙ୍ଗା, ଲୋଇସିଂହାର ପୈତୃକ ଘରେ ଚଢ଼ାଉ କରିଛି ।

LEAVE A REPLY

Please enter your comment!
Please enter your name here