Home ଖେଳ ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା : ଭାରତ

ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା : ଭାରତ

0

ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୩୯ ରନ କରିଥିଲା। ଜବାବରେ ଭାରତ ବାଂଲାଦେଶ ଦ୍ଵାରା ଧାର୍ୟ୍ୟ ୧୪୦ ରନର ବିଜୟ ଲକ୍ଷ୍ୟକୁ ଧାଓ୍ଵନଙ୍କ  ୫୫ ରନର ମ୍ୟାଚ୍ ବିଜୟୀ ପାଳି ବଳରେ ୧୮.୪ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସୁରେଶ ରୈନା(୨୮)ଓ ମନୀଷ ପାଣ୍ଡେ ଅପରାଜିତ ୨୭ ରନର ଉପଯୋଗୀ ପାଳି ଖେଳିଛନ୍ତି।

୧୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଓ ଧାଓ୍ଵନ ୩.୩ ଓଭରରେ  ପ୍ରଥମ ଓ୍ଵିକେଟରେ ୨୮ ରନ ଯୋଡିଥିଲେ। ଏହି ସ୍କୋରରେ ରୋହିତ ୧୩ ବଲରୁ ୧୭ ରନ କରି  କ୍ଲିନବୋଲ୍ଡ ହୋଇଥିଲେ I ଧାଓ୍ଵନଙ୍କ  ୫୫ ରନର ମ୍ୟାଚ୍ ବିଜୟୀ ପାଳି ବଳରେ ୧୮.୪ ଓଭରରେ ୪ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସୁରେଶ ରୈନା(୨୮)ଓ ମନୀଷ ପାଣ୍ଡେ ଅପରାଜିତ ୨୭ ରନର ଉପଯୋଗୀ ପାଳି ଖେଳିଛନ୍ତି I  ନିଦହାସ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତ ବାଂଲାଦେଶରକୁ  ୬ଓ୍ଵିକେଟରେ ପରାସ୍ତ କରି।  ଭାରତ ସିରିଜରେ ପ୍ରଥମ ବିଜୟ ହାସଲ କରିଛି।

LEAVE A REPLY

Please enter your comment!
Please enter your name here