Home ଖେଳ ବାରବାଟୀରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦

ବାରବାଟୀରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦

0

କଟକ: କଟକସ୍ଥିତ ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୪ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡ଼ିଛି । ସେହିପରି ଅନ୍ୟ ଦୁଇଟି ମ୍ୟାଚ ଦିଲ୍ଲୀର ଫିରୋଜ ଶାହା କୋଟାଲା ଓ ଗୁଜୁରାଟର ରାଜକୋଟ ଷ୍ଟାଡ଼ିୟମରେ ଖେଳାଯିବ ଯିବ ବୋଲି ଜଣାପଡ଼ିଛି । ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ ପଲେଇ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here