Home Uncategorized ‘ବିଜୁ ଏକ୍ସପ୍ରେସ୍‌ ୱେକୁ ଲୋକାର୍ପିତ କଲେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

‘ବିଜୁ ଏକ୍ସପ୍ରେସ୍‌ ୱେକୁ ଲୋକାର୍ପିତ କଲେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ ସୋମବାର ଲୋକାର୍ପିତ ହୋଇଯାଇଛି I ଝାରସୁଗୁଡ଼ା ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଏହି ୧୬୩ କିଲୋମିଟର ଦୀର୍ଘ‘ ବିଜୁ ଏକ୍ସପ୍ରେସ େଓ୍ଵ’କୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏହି ଏକ୍ସପ୍ରେସ େଓ୍ଵ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨ଶହ କୋଟି ଟଙ୍କା ବ୍ୟୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here