Home Uncategorized ବିଜେଡିରେ ଯୋଗଦେଲେ ସୁଲୋଚନା ଦାସ

ବିଜେଡିରେ ଯୋଗଦେଲେ ସୁଲୋଚନା ଦାସ

0

ଭୁବନେଶ୍ୱର- ବିଜେଡିରେ ମିଶିଲେ ସୁଲୋଚନା ଦାସ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଲେ ସୁଲୋଚନା ଦାସ ।  ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସୁଲୋଚନା କଂଗ୍ରେସର ମୁଖପାତ୍ର ଓ ସାଧାରଣ ସମ୍ପାଦକ ଥିଲେ । ସୁଲୋଚନା ବିଜେଡିରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ। ସୁଲୋଚନା ବିଜେଡିରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସୁଲୋଚନାଙ୍କ ଯୋଗଦାନ ବିଜେଡିକୁ ଆହୁରି ସୁଦୃଢ କରିବ। ଦାୟିତ୍ୱ ନେଇ ପରେ ନିଷ୍ପତ୍ତି ହେବ। ବିଜେଡିରେ ଯୋଗ ଦେବା ପରେ ସୁଲୋଚନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ପାଳନ କରିବି।

LEAVE A REPLY

Please enter your comment!
Please enter your name here