Home Uncategorized ବିଜେଡିର ହରତାଳ ସମୟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୩ ଗିରଫ

ବିଜେଡିର ହରତାଳ ସମୟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୩ ଗିରଫ

0

ଭୁବନେଶ୍ୱର: ଗତକାଲି ବିଜେଡିର ହକ୍‌ ପାଇଁ ହରତାଳ ସମୟରେ ଡେଲଟା ଛକ ନିକଟରେ ଜଣେ ଯୁବତୀଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ଆଜି ଖଣ୍ଡଗିରି ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ୩ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି ।
ସୂଚନାଯୋଗ୍ୟ ଯେ,  ଗତକାଲି ବିଜେଡିର ହରତାଳ ସମୟରେ ଜଣେ ଯୁବତୀ ନିଜ ସ୍କୁଟିରେ ଯାଉଥିବା ବେଳେ କେତେକ ଯୁବକ ତାଙ୍କୁ ଅଟକାଇ ଦୁର୍ବ୍ୟବହାର କରିବା  ସହିତ ତାଙ୍କ ଗାଡ଼ିକୁ ବାଡ଼ିଆପିଟା କରିଥିଲେ । ଏହି ଘଟଣାରେ ଖଣ୍ଡଗିରି ପୋଲିସ୍‌ ନିଜଆଡୁ  ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।
 

LEAVE A REPLY

Please enter your comment!
Please enter your name here