Home ଅପରାଧ ବିଜେଡି କାଉନସିଲର ହତ୍ୟା ମାମଲା,ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

ବିଜେଡି କାଉନସିଲର ହତ୍ୟା ମାମଲା,ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

0

ଛତ୍ରପୁର: ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ସେପ୍ଟେମ୍ବର ୧୬ରେ ହତ୍ୟା କରାଯାଇଥିଲା । ଏହି ମାମଲାର ମୁଖ ଷଡଯନ୍ତ୍ରକାରୀ  କୃଷ୍ଣଚନ୍ଦ୍ର ନାୟକ ଓ  ଏନ. ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ପୋଲିସର ଏକ ଟିମ ଉତ୍ତରାଖଣ୍ଡରୁ ଗିରଫ କରିଛି । ତାଙ୍କୁ ଛତ୍ରପୁର ଅଣାଯାଉଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାମଲାରେ ୧୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହତ୍ୟା ଘଟଣା ପରେ ସେମାନେ କଟକ-କୋଲକାତା ଦେଇ ଉତ୍ତରାଖଣ୍ଡ ପଳାଇଯାଇଥିବା କଥା ପୋଲିସକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here