Home Uncategorized ବିଜେପୁରରେ କଡା ସୁରକ୍ଷା ମଧ୍ୟରେ କଡା ସୁରକ୍ଷା ମଧ୍ୟରେ

ବିଜେପୁରରେ କଡା ସୁରକ୍ଷା ମଧ୍ୟରେ କଡା ସୁରକ୍ଷା ମଧ୍ୟରେ

0
ତିନି ପ୍ରମୁଖ ଦଳର ତିନିଜଣ ପ୍ରାର୍ଥୀଙ୍କ ସହ ମୋଟ ୧୩ ପ୍ରାର୍ଥୀଙ୍କ ପାଇଁ ମତଦାନ ଆରମ୍ଭ ହୋଇଛି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ସମୁଦାୟ ୨ ଲକ୍ଷ ୨୧ ହଜାର ୧୪୪ ଜଣ ଭୋଟର ଏଥର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୫ ହଜାର ୪୧୭ ଜଣ ହେଉଛନ୍ତି ପୁରୁଷ ଭୋଟର,୧ ଲକ୍ଷ ୫ ହଜାର ୭୧୩ ଜଣ ମହିଳା ଏବଂ ୧୪ ଜଣ ତୃତୀୟ ଲିଙ୍ଗ ଭୋଟର ଅଟନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ଭିଭିପାଟ୍‌ ଜରିଆରେ ଲୋକମାନେ ସେମାନଙ୍କ ମତ ସାବ୍ୟସ୍ତ କରିବେ ।