Home Uncategorized ବିଜେପୁର ଉପନିର୍ବାଚନ କିଏ ହାତେଇବ ?

ବିଜେପୁର ଉପନିର୍ବାଚନ କିଏ ହାତେଇବ ?

0

ଆସନ୍ତାକାଲିର ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୮ଟାରୁ ୧୪ଟି ଟେବୁଲରେ ଭୋଟ୍‌ ଗଣତି କରାଯିବ। ପ୍ରାୟ ୨୧ ରାଉଣ୍ଡ ଗଣତି ହେବ । ପ୍ରତି ଟେବୁଲ ଦାୟିତ୍ୱରେ ୨ ଅଧିକାରୀ ରହିବେ। ଗଣତି ବେଳେ ରାଜନୈତିକ ଦଳର ଏଜେଣ୍ଟ ଉପସ୍ଥିତ ରହିବେ। ଇଭିଏମ୍ ମେସିନ୍ ଗଣତି ପୂର୍ବରୁ ପୋଷ୍ଟାଲ ବାଲଟ୍‌ ଗଣାଯିବ ବୋଲି  ସୁରେନ୍ଦ୍ର କହିଛନ୍ତି।  ଅପରପକ୍ଷରେ ସୁରକ୍ଷାବ୍ୟବସ୍ଥାକୁ ମଧ୍ୟ ଟାଇଟ୍ କରିଦିଆଯାଇଛି । ଗୋଟିଏ ସିଆରପିଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି

LEAVE A REPLY

Please enter your comment!
Please enter your name here