Home ଅପରାଧ ବ୍ରହ୍ମପୁରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ : ୮୭ ଜୁଆଡି ଗିରଫ

ବ୍ରହ୍ମପୁରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ : ୮୭ ଜୁଆଡି ଗିରଫ

0

ବ୍ରହ୍ମପୁର : ଜୁଆ ଆଡ୍ଡାରେ ଚଢାଉ । ୮୦ରୁ ଅଧିକ ଜୁଆଡି ଗିରଫ । ବ୍ରହ୍ମପୁରରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ ୮୭ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିଛି  । ବିଏନପୁର ଓ ବଡ଼ବଜାର ଥାନା ଅଞ୍ଚଳର ୯ଟି ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ପ୍ରାୟ ୮ ଲକ୍ଷ ଟଙ୍କା ଜବତ କରିଛି ।  ସେହିପରି ପାରଳାଖେମୁଣ୍ଡିରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୮ ଜଣଙ୍କୁ ପୋଲିସ ଗିରଫ କରିବା ସହ ୬୮ ହଜାର ଟଙ୍କା ଜବତ କରିଛି ।

LEAVE A REPLY

Please enter your comment!
Please enter your name here