Home Uncategorized ଭାଜପାରେ ବିଧିବଦ୍ଧ ଭାବେ ମିଶିଲେ ଅପରାଜିତା ମହାନ୍ତି

ଭାଜପାରେ ବିଧିବଦ୍ଧ ଭାବେ ମିଶିଲେ ଅପରାଜିତା ମହାନ୍ତି

0

ବିଶିଷ୍ଟ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଧିବଦ୍ଧ ଭାବେ ଭାଜପାରେ ମିଶିଛନ୍ତି। ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି। କିଛି ଦିନ ତଳେ ଅପରାଜିତା କଂଗ୍ରେସ ଛାଡିଥିଲେ। ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକଟରେ କଟକ ଲୋକସଭା ଆସନରୁ ସେ ଲଢିଥିଲେ। ଦିନେ ଦୁଇ ଦିନ ମଧ୍ୟରେ ବିଜେପୁର ଯାଇ ସେ ପ୍ରଚାର କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here