Home ଦେଶ ବିଦେଶ ଭିଏତନାମର ରାଷ୍ଟ୍ରପତିଙ୍କ ପରଲୋକ

ଭିଏତନାମର ରାଷ୍ଟ୍ରପତିଙ୍କ ପରଲୋକ

0
(ଭିଏତନାମ) ଭିଏତନାମର ରାଷ୍ଟ୍ରପତିଙ୍କ ଆଜି ସକାଳୁ ପରଲୋକ ଘଟିଛି । ସୂଚନା ଅନୁସାରେ ସେ ଦୀର୍ଘଦିନ ହେବ ଅସୁସ୍ଥ ରହିଆସୁଥିଲେ । ଏନେଇ ସେ ଏକ ସସ୍ପିଟାଲରେ ଚିକିତ୍ସିତ ହୋଇଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ସେପଟେ ଭିଏତନାମରେ କୌଣସି ସର୍ବୋଚ୍ଚ ଶାସକ ବ୍ୟବସ୍ଥା ନାହିଁ । ଅଧିକାରିକ ଅନୁଯାୟୀ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଏବଂ କମ୍ୟୁନିଟି ପାର୍ଟିର ଅଧ୍ୟକ୍ଷର ନେତୃତ୍ୱ କରାଯାଇଥାଏ । ତେବେ ୨୦୧୪ରେ ଜ୍ୱାଙ୍ଗ ରାଷ୍ଟ୍ରପତି ଭାବେ ନେତୃତ୍ୱ ନେଇଥିଲେ ।