Home Uncategorized ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଉତ୍ତେଜନା, ଉଦ୍‌ଘାଟନୀ ଉତ୍ସବ ଟିକେଟ୍‌ ପାଇଁ ଝାମେଲା

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଉତ୍ତେଜନା, ଉଦ୍‌ଘାଟନୀ ଉତ୍ସବ ଟିକେଟ୍‌ ପାଇଁ ଝାମେଲା

0
ଭୁବନେଶ୍ୱର- ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଏସିଆନ୍‌ ଆଥେଲଟିକ୍‌ ଚାମ୍ପିଅନସିପ୍‌ର ଉଦ୍‌ଘାଟନୀ ଉତ୍ସବ ପାଇଁ ଟିକେଟ୍‌ ମିଳୁନଥିବାରୁ ଏଥିପାଇଁ ଉତ୍ତେଜନା ଦେଖାଯାଇଥିଲା ।  କଳିଙ୍ଗ ଷ୍ଟାଡିୟମ୍‌ର ୬ ନମ୍ବର ଗେଟ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଠିଆ ହେବା ପରେ ଟିକେଟ୍‌ ନ ମିଳିବାରୁ ଲୋକେ ଗଣ୍ଡଗୋଳ କରିଥିଲେ । ଟିକେଟ୍‌ ଲୋକଙ୍କୁ ନ ଦିଆଯାଇ ବ୍ଲାକ୍‌ରେ ବିକ୍ରି ହେଉଥିବା ଦର୍ଶକେ ଅଭିଯୋଗ ଆଣିଛନ୍ତି ।