Home Uncategorized ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ୧୨ ଲକ୍ଷ ମୂଲ୍ୟର ସୁନା ବିସ୍କୁଟ ଜବତ

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ୧୨ ଲକ୍ଷ ମୂଲ୍ୟର ସୁନା ବିସ୍କୁଟ ଜବତ

0

ଭୁବନେଶ୍ୱର : ପୁଣି ଜବତ ହୋଇଛି ଚୋରା ସୁନା ପ୍ରାୟ ୧୨ ଲକ୍ଷ ମୂଲ୍ୟର ୪ଶହ ଗ୍ରାମର ସୁନା ବିସ୍କୁଟ ସକାଳେ ବ୍ୟାଙ୍କକକ୍ରୁ ଇଣ୍ଡିଗୋ ବିମାନର ଦୁଇଜଣ ଯାତ୍ରୀଙ୍କ ଜବତ କରାଯାଇଛି I ଆଜି ସକାଳେ ୬ଟାରେ ବିମାନବନ୍ଦରରେ ପହଞ୍ଚିଥିବା ଇଣ୍ଡିଗୋ ଏୟାର କଷ୍ଟମ୍ସ ବିଭାଗକୁ ସୂଚନା ମିଳିଥିଲା ଏହି ସୂଚନା ଆଧାରରେ ବିଭାଗ ସମ୍ପୃକ୍ତ ଯାତ୍ରୀ ଦୁଇଜଣଙ୍କୁ ଯାଞ୍ଚ ସେମାନଙ୍କ ଠାରୁ ଶହ ଗ୍ରାମର ଚୋରା ସୁନା ଥିବା ଜଣାପଡ଼ିଥିଲା କଷ୍ଟମ୍ସ ବିଭାଗ ଉଭୟଙ୍କୁ ରଖି ଅଧିକ ପଚରାଉଚରା କରୁଛି I

LEAVE A REPLY

Please enter your comment!
Please enter your name here