Home Uncategorized ମନ୍ତ୍ରୀ ଦାମୋଦର ରାଉତଙ୍କ ଘର ଆଗରେ ସୁରକ୍ଷା କଡ଼ାକଡ଼ି

ମନ୍ତ୍ରୀ ଦାମୋଦର ରାଉତଙ୍କ ଘର ଆଗରେ ସୁରକ୍ଷା କଡ଼ାକଡ଼ି

0
ଭୁବନେଶ୍ୱର:‘ସ୍ୱାମୀଛାଡ଼ି ଅଙ୍ଗନୱାଡ଼ି’ ଶବ୍ଦ ପ୍ରୟୋଗକୁ ନେଇ କୃଷି ମନ୍ତ୍ରୀ ଦାମୋଦର ରାଉତ ଏବେ ଅଡୁଆରେ । ଏଥିପାଇଁ ତାଙ୍କୁ ଦଳ ଭିତରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।  ଦାମଙ୍କ ବାସଭବନ ଆଗରେ  ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଦାମଙ୍କ ସୁରକ୍ଷା ପାଇଁ୨  ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଦାମଙ୍କ ଘର ସାମ୍ନା ରାସ୍ତାରେ ପୋଲିସ ପକ୍ଷରୁ ବ୍ୟାରିକେଡ୍‌ ଲଗାଯାଇଛି । ଶିଶୁଭବନ ଛକ-କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ପୋଲିସ ଛାଉଣୀ ହୋଇଛି ।