Home Uncategorized ମହାରଥୀଙ୍କର ଦୃଢ ଯୁକ୍ତି ବିଜେପୁରରେ ବିଜେଡି ଭଲ ବ୍ୟବଧାନରେ ଜିତିବ

ମହାରଥୀଙ୍କର ଦୃଢ ଯୁକ୍ତି ବିଜେପୁରରେ ବିଜେଡି ଭଲ ବ୍ୟବଧାନରେ ଜିତିବ

0
ବିଜେପୁର : ବିଜେପୁରରେ ଯଦି ବିଜେଡି ନ ଜିତେ ତେବେ ରାଜନୀତି ଛାଡିଦେବେ ବୋଲି ପ୍ରଦୀପ ମହାରଥୀ ଶନିବାର ସଚିବାଳୟରେ କହିଛନ୍ତି। ମହାରଥୀ କହିଛନ୍ତି ଯେ, ବିଜେପୁରରେ ଭାଜପା ଦିବାସ୍ବପ୍ନ ଦେଖୁଛି। ଭାଜପା ଜିତିବାର ସୁଯୋଗ ନାହିଁ। ବିଜେଡି ନିଶ୍ଚିନ୍ତ ଜିତିବ I ଯଦି ବିଜେଡି ନ ଜିତେ ତେବେ ରାଜନୀତି ଛାଡିଦେବେ ବୋଲି ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ନବୀନ ହେଉଛନ୍ତି ହିରୋ। ସେ ଗଲେ ଆଉ ସବୁ ଦଳର ନେତା ଜିରୋ ହୋଇଯିବେ