Home Uncategorized ମାର୍ଚ୍ଚ ୬ରୁ ଯୁକ୍ତଦୁଇ ପରୀକ୍ଷା

ମାର୍ଚ୍ଚ ୬ରୁ ଯୁକ୍ତଦୁଇ ପରୀକ୍ଷା

0

ଭୁବନେଶ୍ୱର : ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା ହେଲା । ମାର୍ଚ୍ଚ ୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୬ରୁ ୨୯ ପର୍ଯ୍ୟନ୍ତ ଥିଓରି ପରୀକ୍ଷା ହେବାକୁ ଥିବାବେଳେ ଜାନୁଆରୀ ୨୫ରୁ ଫେବୃଆରି ୫ ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟର ଇଂରାଜୀ ପରୀକ୍ଷା ରହିଛି । ମାର୍ଚ୍ଚ ୭ରୁ କଳା ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ଇଂରାଜୀ ପରୀକ୍ଷା ରହିଛି । ଏହା ପୂର୍ବରୁ ଜାନୁଆରୀ ୨୫ରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ ।

LEAVE A REPLY

Please enter your comment!
Please enter your name here