Home Uncategorized ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ ଆଶଙ୍କାରେ ଜୟନାରାୟଣ ମିଶ୍ରଙ୍କୁ ଗିରଫ କଲା ପୋଲିସ

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ ଆଶଙ୍କାରେ ଜୟନାରାୟଣ ମିଶ୍ରଙ୍କୁ ଗିରଫ କଲା ପୋଲିସ

0

ସମ୍ବଲପୁର: ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ପୋଲିସ ଗୁରୁବାର ଗିରଫ କରିଛି ।  ଜୟନାରାୟଣ ମିଶ୍ରଙ୍କ ସମେତ ୧୪ଜଣ ବିଜେପି କର୍ମୀ ଗିରଫ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବଲପୁର ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିବା ଆଶାରେ ଜୟନାରାୟଣ ଗିରଫ ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

LEAVE A REPLY

Please enter your comment!
Please enter your name here