Home ଅପରାଧ ଯାଜପୁର ସିଂହପୁରରେ ବୋମାମାଡ଼: ଜଣେ ମୃତ, ୨ ଗୁରୁତର

ଯାଜପୁର ସିଂହପୁରରେ ବୋମାମାଡ଼: ଜଣେ ମୃତ, ୨ ଗୁରୁତର

0
ଯାଜପୁର: ଗତକାଲି ବିଳମ୍ବିତ ରାତିରେ  ରାଜନୈତିକ ଶତୃତାକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ସିଂହପୁର ବଜାରରେ ବୋମାମାଡ଼ ହୋଇଛି । ଏହି ବୋମାମାଡ଼ ଘଟଣାରେ  ଅଭିମନ୍ୟୁ ଦାସ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବୋମାମାଡ଼ରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।  ଦୁର୍ଘଟଣାସ୍ଥଳରେ ପହଞ୍ଚି ବିଞ୍ଝାରପୁର ଥାନା ପୋଲିସ୍‌ ତଦନ୍ତ ଆରମ୍ଭ କରିଛି ।