Home ଅପରାଧ ଯୋଡା କନକନା ଗାଁରେ ଦମ୍ପତିଙ୍କୁ ନିର୍ମମ ହତ୍ୟା

ଯୋଡା କନକନା ଗାଁରେ ଦମ୍ପତିଙ୍କୁ ନିର୍ମମ ହତ୍ୟା

0

ଯୋଡା: ଗତକାଲି ରାତିରେ  ଯୋଡା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁର ଜଣେ ଦମ୍ପତିଙ୍କୁ କେହି ଦୁର୍ବୃତ୍ତ ପିଟି ପିଟି ହତ୍ୟା କରିଛି । ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବରପାଇ ବାମେବାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି । ହତ୍ୟାକାଣ୍ଡର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here