Home Uncategorized ରାଜଧାନୀର ଆରମ୍ଭ ହେଲା ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା

ରାଜଧାନୀର ଆରମ୍ଭ ହେଲା ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା

0

ଭୁବନେଶ୍ୱର : ରାଜ୍ୟର ପ୍ରଥମ ସହର ଭାବେ ଭୁବନେଶ୍ୱର ର ୫୦ଟି ସ୍ଥାନରେ ଏହି ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ଜଣାଯାଇଛି ।ଭୁବନେଶ୍ୱରର ଲକ୍ଷ୍ମୀସାଗର ଛକ, ରେଳଷ୍ଟେସନ ରୋଡ଼ ଛକ, ଚିନ୍ତାମଣିଶ୍ୱର ଛକ, ବରଗଡ଼ ଛକ, କଳ୍ପନା, ବିଜେବି ନଗର, ରବି ଟକିଜ, ଗ୍ୟାରେଜ ଛକ, ଦୟା ନଦୀ ଛକ, ବାଣୀବିହାର, ରୂପାଲି, ମହର୍ଷି କଲେଜ, ଖଣ୍ଡଗିରି, ଜାଗମରା, କଳିଙ୍ଗଷ୍ଟୁଡ଼ିଓ, ସାଇ ମନ୍ଦିର ଛକ ଆଦି ୬୩ ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହି ପ୍ରକଳ୍ପ ପାଇଁ ୧୪-୬୯ କୋଟିର ବ୍ୟୟ ବରାଦ କରାଯାଇଛି । ଏହି ବ୍ୟବସ୍ଥାକୁ ଗ୍ଲୋବାଲ ପୋଜିସନିଂ ସିଷ୍ଟମ(ଜିପିଏସ) ମାଧ୍ୟମରେ ନିୟନ୍ତ୍ରଣ କରାଯିବ I ବମ୍ବେ, ଦିଲ୍ଲୀ ଭଳି ଟ୍ରାଫିକ ସିଗନାଲକୁ ଦେଖି ପଥଚାରୀମାନେ ଛକ ଅତିକ୍ରମ କରିବେ । ଯେଉଁମାନେ ଟ୍ରାଫିକ ନିୟନ୍ତ୍ରଣ ଉଲ୍ଲଂଘନ କରିବେ ସେମାନଙ୍କ ଘରକୁ ନୋଟିସ ପହଂଚିଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here