Home Uncategorized ରାଜଧାନୀର ବରମୁଣ୍ଡା ୨ କ୍ୱିଂଟାଲ ଗଂଜେଇ ଜବତ, ୨ ଗିରଫ

ରାଜଧାନୀର ବରମୁଣ୍ଡା ୨ କ୍ୱିଂଟାଲ ଗଂଜେଇ ଜବତ, ୨ ଗିରଫ

0

ଭୁବନେଶ୍ୱର : ଖଣ୍ଡଗିରି ପୋଲିସର ଏକ ଟିମ ଯୋଜନାବଦ୍ଧ ଭାବେ ଚଢାଉ କରି ଏହି ମାଦକ ଦ୍ରବ୍ୟକୁ ଜବତ କରିଥିଲା  ରାଜ୍ୟ ବାହାରକୁ ମାଦକ ଦ୍ରବ୍ୟ ଚାଲାଣ ପାଇଁ ବିଭିନ୍ନ ରାକେଟ କାମ କରୁଥିବାବେଳେ ଆଜି ରାଜଧାନୀର ବ୍ୟସ୍ତବହୁଳ ବରମୁଣ୍ଡା ଅଂଚଳରୁ ୨ କ୍ୱିଂଟାଲ ଗଂଜେଇ ଜବତ ହୋଇଛି । ଚୋରାଚାଲାଣରେ ବ୍ୟବହାର ହୋଇଥିବା ଏକ କାରକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି । ଏହି ଗଂଜେଇ କନ୍ଧମାଳକୁ ଚାଲାଣ ହେଉଥିବାବେଳେ ଧରାପଡିଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here