Home Uncategorized ରାଜଧାନୀର ୨୬ ଟି ସଂସ୍ଥାକୁ ଅଗ୍ନିଶମ ବିଭାଗର ନୋଟିସ

ରାଜଧାନୀର ୨୬ ଟି ସଂସ୍ଥାକୁ ଅଗ୍ନିଶମ ବିଭାଗର ନୋଟିସ

0

ଭୁବନେଶ୍ୱର : ଅଗ୍ନିଶମ ବିଭାଗ ଯାଂଚ କରିବା ପରେ ଆଜି ରାଜଧାନୀର ପ୍ରାୟ ୨୬ଟି ହୋଟେଲ , ସପିଂ ମଲ ଓ ଜୁଏଲାରୀକୁ ନୋଟିସ ଜାରି କରିଛି । ଅଗ୍ନି ନିରାପତା ଗାଇଡଲାଇନ ଅନୁସରଣ ହେଉଛି କି ନାହିଁ ତାହା ଯାଂଚ କରିଥିଲା ବିଭାଗ । ଯାଂଚ ବେଳେ ଏହି ସମସ୍ତ ସ୍ଥାନରେ ଅଗ୍ନି ନିରାପତା ଅବ୍ୟବସ୍ଥିତ ରହିଥିବା ଦେଖିବା ପରେ ଏହାକୁ ୨ ମାସ ମଧ୍ୟରେ ଠିକ କରିବାକୁ ଆଜି ନୋଟିସ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here