Home ଓଡିଶା ରାଜ୍ୟପାଳ ଏସ୍‌.ସି ଜମିର ଅସୁସ୍ଥ

ରାଜ୍ୟପାଳ ଏସ୍‌.ସି ଜମିର ଅସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟପାଳ ଏସ୍‌.ସି ଜମିର ହଠାତ୍‌  ଅସୁସ୍ଥ ହୋଇ ପଡିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ୱତନ୍ତ୍ର ଗାଡିରେ ରାଜ୍ୟପାଳଙ୍କୁ ରାଜ ଭବନରୁ ଆପୋଲ ହସପିଟାଲକୁ ନିଆଯାଇଥିଲା ।  ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି, ଇସିଜିରେ କିଛି ସମସ୍ୟା ରହିଛି ବୋଲି ଆପୋଲ ହସପିଟାଲର ହୃଦ ରୋଗ ବିଭାଗର ମୁଖ୍ୟ ପିକେ ସାହୁ ସୂଚନା ଦେଇଛନ୍ତି ।