Home Uncategorized ରାଜ୍ୟସଭାକୁ ପ୍ରତାପଦେବ ନିର୍ବାଚିତ

ରାଜ୍ୟସଭାକୁ ପ୍ରତାପଦେବ ନିର୍ବାଚିତ

0

ଭୁବନେଶ୍ୱର- ରାଜ୍ୟସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ନିଦ୍ର୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବିଧାନସଭା ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ନିର୍ବାଚନ କମିସନଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସର ଅମୀୟ ଷଡଙ୍ଗୀ ଏହା ଘୋଷଣା କରିଛନ୍ତି । ବିଷ୍ଣୁଦାସଙ୍କ ସ୍ଥାନ ନେବେ ପ୍ରତାପଦେବ ।

LEAVE A REPLY

Please enter your comment!
Please enter your name here