Home Uncategorized ରାଜ୍ୟ କଂଗ୍ରସର ହେବ ନବକଳେବର, ନବାଗତ ଯୁବପିଢ଼ିଙ୍କୁ ମିଳିପାରେ ଅଗ୍ରାଧିକାର

ରାଜ୍ୟ କଂଗ୍ରସର ହେବ ନବକଳେବର, ନବାଗତ ଯୁବପିଢ଼ିଙ୍କୁ ମିଳିପାରେ ଅଗ୍ରାଧିକାର

0

ରାଜ୍ୟ କଂଗ୍ରସ ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କ ଟିମର କରିବେ ନବକଳେବର I ଏଥିପାଇଁ ପ୍ରସାଦ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିଜ ଟିମର ନବକଳେବର ସହ  ମିଡିଆ ସେଲର ନବୀକରଣ ହେବାକୁ ଯାଉଛି । ଏଥିରେ ଓଡିଶା ମିଡିଆର କିଛି ବରିଷ୍ଠ ସାମ୍ବାଦିକ ମାନଙ୍କୁ ସ୍ଥାନ ପାଇବା ନେଇ ଏବେ ଚର୍ଚ୍ଚା I

ପୂର୍ବରୁ ଥିବା ବରିଷ୍ଠ ନେତାଙ୍କୁ ଏଥିରୁ ଆଉଟ କରାଯାଇ କେବଳ ମାର୍ଗଦର୍ଶକ ଭୂମିକାରେ ରଖିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଥିବା ଏବେ ଚର୍ଚ୍ଚା ହେଇଛି । ପ୍ରସାଦଙ୍କ ଟିମରେ ୫ ଜଣ ଉପସଭାପତି, ୧୦ ଜଣ ସାଧାରଣ ସମ୍ପାଦକ, ୨୦ ଜଣ ରାଜ୍ୟ ସମ୍ପାଦକ ରହିବେ I

LEAVE A REPLY

Please enter your comment!
Please enter your name here