Home Uncategorized ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ରୂପେ ୫ ନିଯୁକ୍ତି

ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ରୂପେ ୫ ନିଯୁକ୍ତି

0
ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ଜନତା ଦଳର ୫ଜଣ ବିଧାୟକଙ୍କୁ ଯୋଜନା ବୋର୍ଡରେ ନିଯୁକ୍ତି ଦେଇଛନ୍ତି। ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲ, ଡାକ୍ତର ଶରତ ମିଶ୍ର, ସୁଧିର ଦାଶ ଓ କମଳା ପାଣିଗ୍ରାହୀଙ୍କୁ ଯୋଜନା ବୋର୍ଡରେ ସଦସ୍ୟ ରୂପେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି।