Home Uncategorized ରୋଜଭ୍ୟାଲି ଠକେଇ ମାମଲା- କୋଲକାତାରେ କ୍ରାଇମ୍‌ବ୍ରାଞ୍ଚର ଚଢାଉ

ରୋଜଭ୍ୟାଲି ଠକେଇ ମାମଲା- କୋଲକାତାରେ କ୍ରାଇମ୍‌ବ୍ରାଞ୍ଚର ଚଢାଉ

0

ଭୁବନେଶ୍ୱର-ରୋଜଭ୍ୟାଲି ଠକେଇ ମାମଲାରେ ସଂସ୍ଥାର କୋଲକାତା କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ଟିମ୍ ଚଢାଉ କରିଛି । ରୋଜଭ୍ୟାଲି ଗ୍ରୁପ୍ର ଏମ୍‌ଡି ଗୌତମ କୁଣ୍ଡୁଙ୍କ ତଥ୍ୟ ଆଧାରରେ କୋଲକାତା ଅଫିସ୍‌ରେ ରେଡ୍ ଚାଲିଛି । ଡିଏସ୍‌ପି ତପନ ମହାନ୍ତିଙ୍କ ନେତୃତ୍ୱରେ ଓଡିଶାରୁ ଏକ ଦଳ କୋଲକାତା ଯାଇଛି । ଏହି ରେଡ୍ ପରେ ଆଉ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here