Home ଅପରାଧ ର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ସର୍ତ୍ତମୂଳକ ଜାମିନ

ର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ସର୍ତ୍ତମୂଳକ ଜାମିନ

0
କଟକ : ୨୦୧୫ ନଭେମ୍ବର ୨୭ରେ ଗଞ୍ଜାମ ଜିଲ୍ଲାର ବଡଗଡ ଥାନା ଆଇପିସିର ଦଫା ୩୦୨, ୩୪ ଓ ଆର୍ମସ୍‌ ଆକ୍ଟର ଧାରା ୨୫ ଓ ୨୭ରେ ମାମଲା ରୁଜୁ କରି ଶ୍ରୀ ଜେନାଙ୍କୁ କୋଟଚାଲନ କରିଥିଲା I ଆସ୍କା ଅତିରିକ୍ତ ଦୌରାଜଜ୍‌ ଅଦାଲତରେ ଶ୍ରୀ ଜେନାଙ୍କ ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ I  ବିଚାରପତି ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜାମିନ ଆବେଦନର ଶୁଣାଣି କରି ଶ୍ରୀ ଜେନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।