Home ଜୀବନଚର୍ଯ୍ୟା ଶୀତଋତୁ ପାଇଁ ଉତ୍ତମ କେଉଁ ଖାଦ୍ୟ ଆବଶକ୍ୟ

ଶୀତଋତୁ ପାଇଁ ଉତ୍ତମ କେଉଁ ଖାଦ୍ୟ ଆବଶକ୍ୟ

0

ଶୀତଋତୁରେ ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦେଲେ ତ୍ବଚା ଉପରେ ଏହାର ଉତ୍ତମ ପ୍ରଭାବ ପଡ଼ିଥାଏ। ଏହି ଦିନେ ତ୍ବଚା ଶୁଷ୍କ ହୋଇ ଫାଟିବା ସହ ଭାଙ୍ଗ ପଡ଼ିଥାଏ। ଅନେକଙ୍କର ଏହିକାରଣରୁ ତ୍ବଚାରୁ ରକ୍ତସ୍ରାବ ମଧ୍ୟ ହୁଏ। ତେଣୁ ପ୍ରତ୍ୟେକ ବର୍ଗର ମହିଳମାନେ ନିଜ ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ।

– କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ସହ ଲୋ-ଫ୍ୟାଟ୍ ଖିର ପିଇଲେ ଯୁବତୀ ତଥା ମହିଳାଙ୍କୁ ପର୍ୟ୍ୟାପ୍ତ ପରିମାଣର ଶକ୍ତି ମିଳିଥାଏ।

– ନିୟମିତଭାବେ ପେସ୍ତାବାଦାମ ଖାଇବା ମଧ୍ୟ ସ୍ବାସ୍ଥ୍ୟ ଉପଯୋଗୀ। ସପ୍ତାହକୁ ୨ ରୁ ୩ଥର ମହିଳାମାନେ ଚିକେନ୍, ଅଣ୍ଡାର ଧଳାଅଂଶ ଖାଇବାର ଆବଶ୍ୟକତା ଏହିଦିନେ ବଢ଼ିଥାଏ।

– ଓମେଗା ଥ୍ରୀଯୁକ୍ତ ଖାଦ୍ୟ ମଧ୍ୟ ଭୋଜନରେ ସାମିଲ କରିବା ଉପକାରୀ।

– ସୋୟାବିନ୍, ଛତୁ ଭଜା ସହ ବାଦାମ ଭଜା ଖାଇବା ଶୀତଋତୁରେ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଏ।

LEAVE A REPLY

Please enter your comment!
Please enter your name here