Home ଦେଶ ବିଦେଶ ସଂଜୟ ଦତ୍ତ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ସଂଜୟ ଦତ୍ତ ଅସୁସ୍ଥ, ହସପିଟାଲରେ ଭର୍ତ୍ତି


ମୁମ୍ବାଇ : ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ଅସୁସ୍ଥ ହେବା ପରେ ଲୀଳାବତୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କର କରୋନା ପରୀକ୍ଷା ନେଗେଟିଭ ଥିବା ହସପିଟାଲ ତରଫରୁ କୁହାଯାଇଛି । ତେବେ ସେ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରୁଥିବାରୁ ତାଙ୍କୁ ହସପିଟାଲରେ ରଖାଯାଇଛି । ଏକ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି ବୋଲି ଜଣାଯାଇଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |