Home Uncategorized ସଚିବାଳୟରେ ମୁଖ୍ୟମନ୍ତ୍ରୀ ସହ ସାକ୍ଷାତ କଲେ ଶ୍ରୀମତି ତାରା ଗାନ୍ଧି

ସଚିବାଳୟରେ ମୁଖ୍ୟମନ୍ତ୍ରୀ ସହ ସାକ୍ଷାତ କଲେ ଶ୍ରୀମତି ତାରା ଗାନ୍ଧି

0

ଭୁବନେଶ୍ୱର : ଶ୍ରୀମତି ଗାନ୍ଧି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।  ମହାତ୍ମା ଓ କସ୍ତୁରବା ଗାନ୍ଧିଙ୍କ ହେବାକୁ ଥିବା ୧୫୦ତମ ଜୟନ୍ତୀ ଦିବସରେ ରାଜ୍ୟର ସବୁ ସ୍କୁଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ  ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଅଙ୍ଗନୱାଡ଼ି ଦିଦିଙ୍କୁ ଖଦି ବସ୍ତ୍ର ପିନ୍ଧିବାକୁ ମଧ୍ୟ ନବୀନଙ୍କ ପାଖରେ ସେ ଅନୁରୋଧ କରିଥିବା ତାରା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟାରେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here