Home Uncategorized ସଚିବାଳୟର ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସଚିବାଳୟର ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସର ୪ଟି ଟିମ୍‌ ଏକକାଳୀନ ସଚିବାଳୟ ଭିତରେ ଥିବା ଶ୍ରୀ ସାମଲଙ୍କ କାର୍ଯ୍ୟାଳୟ, ଯାଜପୁର ବଡ଼ଚଣା ଥାନା ଅନ୍ତର୍ଗତ ଶାସନ ପୁରୁଶୋତ୍ତମପୁରସ୍ଥିତ ପୈତୃକ ଘର, ଖାରବେଳନଗରସ୍ଥିତ ଫ୍ଳାଟ୍‌ ଓ ଭଦ୍ରକ ଭଣ୍ଡାରିପୋଖରି ଥାନା ଅନ୍ତର୍ଗତ ନବରଙ୍ଗପୁର ଗାଁରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି।

LEAVE A REPLY

Please enter your comment!
Please enter your name here