Home ଅପରାଧ ସମବାୟ ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ସମବାୟ ବ୍ୟାଙ୍କରୁ ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

0

ଅନୁଗୁଳ: ଅନୁଗୁଳ ଜିଲା ପାଲଲହଡା ୟୁନାଇଟେଡ୍ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖାରୁ ଶୁକାବର ବିଳମ୍ବିତ ରାତିରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କରୁ ଗତ ରାତିରେ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏକମାସ ଭିତରେ ପାଲଲହଡା ଅଞ୍ଚଳରୁ ୩ଥର ଟଙ୍କା ଲୁଟ ହୋଇ ସାରିଥିଲେ ସୁଦ୍ଧା ପୋଲିସ ଦୁର୍ବୃତ୍ତଙ୍କ ଟେର୍‌ ପାଉନାହିଁ । ଅନ୍ୟପକ୍ଷରେ ଅଭିଯୋଗ ପରେ ପାଲଲହଡା ପୋଲିସ ତନାଘନା ଆରମ୍ଭ କରିଛି । ଗତକାଲି ରାତିରେ ଲୁଟେରାମାନେ ବ୍ୟାଙ୍କର ଝରକା ତାଡି ଲୁଟ କରିଥିଲେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳକୁ ସାଇଣ୍ଟିଫିକ୍‌ ଟିମ୍‌ ଯାଉଥିବାର ଜଣାପଡିଛି। 

 

LEAVE A REPLY

Please enter your comment!
Please enter your name here