Home Uncategorized ସାଇକ୍ଲୋଥନ ସଗଠକଙ୍କୁ କୋଟିଏ ଟଙ୍କା ଜୋରିମାନା କଲା ବିମସି।

ସାଇକ୍ଲୋଥନ ସଗଠକଙ୍କୁ କୋଟିଏ ଟଙ୍କା ଜୋରିମାନା କଲା ବିମସି।

0

କଳିଙ୍ଗ ଷ୍ଟାଡିୟମରେ ସାଇକ୍ଲୋଥନ ପାଇଁ  ଲାଗିଥିବା ଏକ ଷ୍ଟଲରେ ପ୍ରବଳ ଭଙ୍ଗାରୁଜା ହୋଇଛି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କିଟ୍‌  ନମିଳିବାରୁ ଶନିବାର ସନ୍ଧ୍ୟାରେ ପ୍ରତିଯୋଗିତାରେ ଭାଗ ନେଇଥିବା ଯୁବକମାନେ ଏହି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡ଼ିୟମରୁ ବାହାରି ରାମମନ୍ଦିର ଦେଇ ଶିଶୁ ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପ୍ରୋହିବିଟେଡ଼  ହୋର୍ଡିଂ ଜୋନରେ ହୋର୍ଡିଂ ଲାଗାଇଥିବାରୁ ସାଇକ୍ଲୋଥନର ସଂଗଠକ ପେଟ୍ରୋଲିଅମ୍‌ କଞ୍ଜରଭେଟିଭ୍‌ ରିସୋର୍ସ ଆସୋସିଏସନ (ପିସିଆରଏ) ସଂସ୍ଥା ଉପରେ କୋଟିଏ ଟଙ୍କା ଜରିମାନା କରିଛି ବିଏମସି।

LEAVE A REPLY

Please enter your comment!
Please enter your name here