Home Uncategorized ସାଲେପୁର କୋର୍ଟରେ ହାଜର ହେବ ରେହମାନ୍

ସାଲେପୁର କୋର୍ଟରେ ହାଜର ହେବ ରେହମାନ୍

0

କଟକ- ଆଜି ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍ ସାଲେପୁର ଜେଏମ୍୍ଏଫ୍୍ସି କୋର୍ଟରେ ହାଜର ହେବ । ରେହମାନ୍୍୍କୁ ହାଜର କରିବା ପାଇଁ ଏସ୍୍୍ଟିଏଫ୍୍କୁ ଜେଏମ୍୍ଏଫ୍ସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ରେହମାନ୍କୁ କଟକରୁ କଡା ସୁରକ୍ଷା ବଳୟ ମଧ୍ୟରେ ସାଲେପୁର ନିଆଯାଉଛି । ମେ୧୫ରେ ରେହମାନକୁ ସାଲେପୁର ଜେଏମ୍୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା । ଆଜି ମାମଲା କଟକ ସେନସର୍୍ କୋର୍ଟକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here